Добро пожаловать
Вход / Регистрация

୧୦ ମିନଟରେ ହୁଅନ୍ତୁ Ready|Office & College Makeup & Hairstyle|Odia Beauty & Lifestyle

Спасибо! Поделитесь с друзьями!

URL

Вам не понравилось видео. Спасибо за то что поделились своим мнением!

К сожалению, только зарегистрированные пользователи могут создавать списки воспроизведения.
URL


Добавлено от Admin В
35 Просмотры

Описание

ଆମ office & college ଯାଉଥିବା ଭଉଣୀ ମାନଙ୍କ ସବୁଠୁ ବଡ ଚିନ୍ତା ହେଲା ଜଲଦି କେମିତି ସେମାନେ Hairstyle & Makeup କରିବେ... College Bus ହଉ କି Office Cab ସବୁ ବେଳେ ଘର ତଳେ ଆସି ଛିଡା ହେଇଥାଏ ଆଉ ଆମେମାନେ କେତେ ଜଲଦି ବାହାରିବା ସେ ଚେଷ୍ଟାରେ ଥାନ୍ତି ...ୟେ Problem ତ ମୋ ସହ କେତେ ଥର ହେଇଚି ଆଉ ମୁଁ sure ଆପଣ ସମସ୍ତେ ୟେ situation ରେ ପକ୍କା ପଡ଼ିଥିବେ, So ଆଜିର ମୋର ପ୍ରୟାସ ଗୋଟେ Simple Hairstyle ଆଉ Makeup ଦେବାର ଯଉଟା ସମସ୍ତେ ୧୦ mins ଭିତରେ କରିପାରିବେ ... ଆଜିର ଭିଡ଼ିଓ ବି ମୁଁ ଗୋଟେ "Short Story " ରୁ start କରିଛି, ଆଶା କରେ ସମସ୍ତଙ୍କୁ ଭଲଲାଗିବ ...

ମୋ Channel ରେ Publish ହେଉଥିବା Videos ସବୁ ମୋର Creativity, କିନ୍ତୁ Professional Advice ନୁହଁ . ମୁଁ ସବୁ ନିଜ ଉପରେ Apply କରି ଦେଖଉଛି. ଯେମିତିକି ଯଦି ମୁଁ Skincare ଉପରେ କିଛି ଭିଡ଼ିଓ କରିଛି ସେଇଟା ମୁଁ ମୋ ନିଜ skin ରେ Apply କରିଛି, ସେମିତି Diet ଉପରେ ହେଇଥିବା ଭିଡ଼ିଓ ରେ ମୁଁ ନିଜେ Diet କରି ଦେଖଉଚି. ଯେହେତୁ ମୁଁ କୌଣସି Export ନୁହଁ ଆପଣମାନେ ମୋ ଭିଡ଼ିଓ କୁ "General Purpose" ହିସାବ ରେ ନିଅନ୍ତୁ & Hopefully ଆପଣମାନେ ମୋ ଭିଡ଼ିଓ କୁ ଭଲ ପାଇବେ, ରହୁଛି ନମସ୍କାର ...ଜୟ ଜଗନ୍ନାଥ ...

If you have interest in cooking you can follow my Cooking channel, "Ritu's Rosei" : https://www.youtube.com/c/RitusRosei

To checkout my Earlier Videos Please visit : https://www.youtube.com/c/OdiaBeautyLifestyle
If you Like this Video Please Like, Share & Subscribe to my Channel "Odia Beauty & Lifestyle"

Please follow me in
FB# https://www.facebook.com/rashmita.nanda.589
Instagram# https://www.instagram.com/rashmita.2629/

Office Girl : Rashmita Nanda (Ritu)
Transport Desk(Voice Over Phone) : Swapnasagar Panda (Ritu's Husband)
Script : Rashmita Nanda (Ritu)

Please Don't Use My Name, My Channel Name or Video Content anywhere in your Video without my Consent...

#OdiaVloggerRitu #OdiaVloggerRashmita #OdiaYouTuberRitu #OdiaYouTuberRashmita #OdiaBeautyAndLifestyle #OdiaBeauty&Lifestyle

Написать комментарий

Комментарии

Комментариев нет.
RSS